ଭୂମିକମ୍ପ

Global earthquake epicenters, 1963–1998
Global plate tectonic movement

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor ବା temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ । [୧] ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍‌ମିସିଟି, ସିସ୍‌ମିଜିମ୍ କିମ୍ବା ସିସ୍‌ମିକ କ୍ରିୟା କୁହାଯାଏ ।
ଭୂମିକମ୍ପକୁ ଆମେ ସିସ୍‌ମୋମିଟର (seismometers)ଦ୍ଵାରା ମାପିଥାଉ । ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ । ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ । [୨]

ପ୍ରାକୃତିକ ଭୂମିକମ୍ପ

ଶୀଳାସ୍ତରୀୟ ଭୂମିକମ୍ପ (tectonic earthquake) ପୃଥିବୀର ଯେ କୌଣସି ସ୍ଥାନରେ ହୋଇପାରେ ଯେଉଁଠାରେ ଯଥେଷ୍ଟ ଇଲାସ୍ଟିକ ସ୍ଟ୍ରେନ (strain) ଏନର୍ଜି ଷ୍ଟୋର ହୋଇ ଥାଏ ଯାହା ଶୀଳା ତୃଟି ସ୍ଥାନରେ ଘୁଞ୍ଚେଇବାକୁ ସକ୍ଷମ ଥାଏ । ଏହି ସ୍ତର ପରଷ୍ପର ସ‌ହିତ ଘଷି ହୋଇଥାଆନ୍ତି ଯେ ପର୍ଯ୍ୟନ୍ତ ସ୍ତର ଗୁଡ଼ିକ ପାଲିସ୍ ଥାଏ ଓ କୌଣସି ଆବୁଡ଼ଖାବୁଡ଼ା ବା ଅନିୟମିତ‌ତା ନ ଥାଏ । ଏହି ଘଷି ହେବା ସ୍ଥାନ ଲାଖିବା-ଖସିବା ପଦ୍ଧତିରେ ଘୁଞ୍ଚି ଯାଉଥାଆନ୍ତି । କିନ୍ତୁ ଥରେ ଲାଖିରହିଗଲେ ପ୍ରବଳ ଚାପ ସୃଷ୍ଟି ହୁଏ ଓ ସେହି ଶକ୍ତି ବା ଏନର୍ଜି ଗଚ୍ଛିତ ହୋଇଥାଏ । ଏହି ପରି ଚାପ ବୃଦ୍ଧି ପ୍ରାପ୍ତ ହୋଇ ଅବଶେଷରେ ଲାଖି ନ ରହି ଘୁଞ୍ଚିବାକୁ ଆରମ୍ଭ କରନ୍ତି ଓ ଗଚ୍ଛିତ ଶକ୍ତି ନିର୍ଗତ ହୁଏ । [୩] ବିକୀରିତ ଇଲାସ୍ଟିକ ସ୍ଟ୍ରେନ ସିସ୍‌ମିକ୍ ତରଙ୍ଗ ( radiated elastic strain seismic waves), ଘର୍ଷଣ ଉତ୍ତାପ ଓ ଶୀଳା ଫାଟିବା ଇତ୍ୟାଦିଙ୍କ ମିଳିତ ପ୍ରଭାବ ଯୋଗୁ ଭୁମିକମ୍ପ ଜାତ ହୁଏ । ବର୍ଦ୍ଧିଷ୍ଣୁ ଚାପ ଓ ଭୂମିକମ୍ପ ଫେଲ୍‌ହେବାକୁ ଇଲାସ୍ଟିକ ରିବାଉଣ୍ଡ ଥିଓରି କୁହାଯାଏ । ହିସାବରୁ ଜଣାଯାଏ, ଗଚ୍ଛିତ ଶକ୍ତିର ୧୦ % କିମ୍ବା ତା'ଠାରୁ କମ୍ ଶକ୍ତି ଭୂମିକମ୍ପରେ ବିକୀରିତ ସିସ୍‌ମିକ୍ ଶକ୍ତି ଆକାରରେ ବାହାରେ । ଭୂମିକମ୍ପ ଶକ୍ତିର ଅଧିକାଂଶ ଭାଗ ଭୂକମ୍ପ ଭଗ୍ନ ବୃଦ୍ଧିରେ ଲାଗେ ବା ଘର୍ଷଣ ଯୋଗୁ ଉତ୍ତାପ ଜାତ ହୁଏ । ଅତଏବ ଭୂମିକମ୍ପ ପୃଥିବୀର ଉପଲବ୍‌ଧ ପୋଟେନ୍‌ସିଆଲ ଶକ୍ତି କମାଏ ଓ ଉତ୍ତାପ ବଢ଼ାଏ ଯଦିଓ ଏହି ପରିବର୍ତ୍ତନ ପୃଥିବୀର ଅଭ୍ୟନ୍ତରରୁ ଜାତ କଣ୍ଡକ୍ଟିଭ୍ ଓ କନ୍‌ଭେକ୍‌ଟିଭ ଉତ୍ତାପ ପ୍ରବାହ ଅପେକ୍ଷା ନ‌ଗନ୍ୟ । [୪]


Other Languages
Afrikaans: Aardbewing
Alemannisch: Erdbeben
aragonés: Tierratremo
Ænglisc: Eorþbeofung
العربية: زلزال
অসমীয়া: ভূমিকম্প
asturianu: Terremotu
azərbaycanca: Zəlzələ
تۆرکجه: زلزله
башҡортса: Ер тетрәү
Boarisch: Eadbebm
žemaitėška: Žemės kustiejėms
Bikol Central: Linog
беларуская: Землетрасенне
беларуская (тарашкевіца)‎: Землятрус
български: Земетресение
भोजपुरी: भुँइडोल
Bahasa Banjar: Lindu
বাংলা: ভূমিকম্প
brezhoneg: Kren-douar
bosanski: Zemljotres
català: Terratrèmol
Mìng-dĕ̤ng-ngṳ̄: Dê-cīng
Cebuano: Linog
corsu: Terramotu
čeština: Zemětřesení
Чӑвашла: Çĕр чĕтрени
Cymraeg: Daeargryn
dansk: Jordskælv
Deutsch: Erdbeben
Zazaki: Erdlerz
डोटेली: भूकम्प
Ελληνικά: Σεισμός
emiliàn e rumagnòl: Taramòt
English: Earthquake
Esperanto: Tertremo
español: Terremoto
eesti: Maavärin
euskara: Lurrikara
estremeñu: Terremotu
Võro: Maavärrin
føroyskt: Jarðskjálvti
français: Séisme
Nordfriisk: Eerdbeewrin
Frysk: Ierdbeving
Gaeilge: Crith talún
贛語: 地震
Gàidhlig: Crith-thalmhainn
galego: Terremoto
ગુજરાતી: ધરતીકંપ
客家語/Hak-kâ-ngî: Thi-thûng
हिन्दी: भूकम्प
hrvatski: Potres
Kreyòl ayisyen: Tranblemanntè
magyar: Földrengés
Հայերեն: Երկրաշարժ
interlingua: Seismo
Bahasa Indonesia: Gempa bumi
Ilokano: Gingined
íslenska: Jarðskjálfti
italiano: Terremoto
ᐃᓄᒃᑎᑐᑦ/inuktitut: ᓴᔪᑉᐱᓛᕗᖅ
日本語: 地震
Patois: Oertkwiek
Basa Jawa: Lindhu
ქართული: მიწისძვრა
қазақша: Жер сілкіну
ភាសាខ្មែរ: រញ្ជួយផែនដី
ಕನ್ನಡ: ಭೂಕಂಪ
한국어: 지진
Ripoarisch: Äädbevve
Kurdî: Erdhej
Кыргызча: Жер титирөө
Latina: Terrae motus
Lëtzebuergesch: Äerdbiewen
Limburgs: Eerdsjók
lingála: Moningí
latviešu: Zemestrīce
македонски: Земјотрес
മലയാളം: ഭൂകമ്പം
मराठी: भूकंप
Bahasa Melayu: Gempa bumi
Mirandés: Sismo
မြန်မာဘာသာ: ငလျင်လှုပ်ခြင်း
Napulitano: Tarramute
Plattdüütsch: Eerdbeven
Nedersaksies: Eardbewing
नेपाली: भुईंचालो
नेपाल भाषा: भुखा
Nederlands: Aardbeving
norsk nynorsk: Jordskjelv
norsk: Jordskjelv
Diné bizaad: Kéyah haʼdéísná
occitan: Tèrratrem
ਪੰਜਾਬੀ: ਭੁਚਾਲ
Papiamentu: Terremoto
پنجابی: بھونچال
پښتو: رېږدله
português: Sismo
Runa Simi: Pacha kuyuy
rumantsch: Terratrembel
română: Cutremur
русиньскый: Землетрясїня
Kinyarwanda: Umutingito
संस्कृतम्: भूकम्पः
саха тыла: Сир хамсааһына
sardu: Terremotu
sicilianu: Tirrimotu
Scots: Yirdquauk
srpskohrvatski / српскохрватски: Potres
සිංහල: භූචලන
Simple English: Earthquake
slovenčina: Zemetrasenie
slovenščina: Potres
Soomaaliga: Dhulgariir
shqip: Tërmeti
српски / srpski: Земљотрес
Sranantongo: Grontapubeyfi
Basa Sunda: Lini
svenska: Jordbävning
తెలుగు: భూకంపం
тоҷикӣ: Заминларза
Tagalog: Lindol
Türkçe: Deprem
татарча/tatarça: Җир тетрәү
ئۇيغۇرچە / Uyghurche: يەر تەۋرەش
українська: Землетрус
اردو: زلزلہ
oʻzbekcha/ўзбекча: Zilzila
vèneto: Teremoto
Tiếng Việt: Động đất
West-Vlams: Eirdbevienge
Winaray: Linog
吴语: 地震
მარგალური: დიხაშნწალუა
Vahcuengh: Deihdoengh
中文: 地震
Bân-lâm-gú: Tē-tāng
粵語: 地震