ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

  • ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ବିଶ୍ୱର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ ବା ରାଜକୀୟ ସ୍ୱିଡିନ ବିଜ୍ଞାନ ଅକାଦମୀଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା ଆଲଫ୍ରେଡ ନୋବେଲଙ୍କଦ୍ୱାରା ସ୍ଥାପିତ ନୋବେଲ ଫାଉଣ୍ଡେସନଦ୍ୱାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାର ଗୁଡିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।

  • ପ୍ରତିଷ୍ଠାତା ଓ ପୁରସ୍କାର
  • ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଦ୍ୱାରା ସମ୍ମାନିତ ପଦାର୍ଥ ବିଜ୍ଞାନୀ
  • ଆଧାର
  • ବାହାର ତଥ୍ୟ

ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ବିଶ୍ୱର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ ବା ରାଜକୀୟ ସ୍ୱିଡିନ ବିଜ୍ଞାନ ଅକାଦମୀଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା ଆଲଫ୍ରେଡ ନୋବେଲଙ୍କଦ୍ୱାରା ସ୍ଥାପିତ ନୋବେଲ ଫାଉଣ୍ଡେସନଦ୍ୱାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାର ଗୁଡିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।

Other Languages
беларуская (тарашкевіца)‎: Нобэлеўская прэмія ў галіне фізыкі
Bahasa Indonesia: Penghargaan Nobel Fisika
Lëtzebuergesch: Nobelpräis fir Physik
Plattdüütsch: Nobelpries för Physik
norsk nynorsk: Nobelprisen i fysikk
português: Nobel de Física
srpskohrvatski / српскохрватски: Nobelova nagrada za fiziku
oʻzbekcha/ўзбекча: Fizika boʻyicha Nobel mukofoti
Tiếng Việt: Giải Nobel Vật lý