ଗ୍ରୀନ ଟି

ଗ୍ରୀନଟି (ଚାଇନା)

ଗ୍ରୀନ ଟି ସେବନ କରିବାଦ୍ଵାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ । ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ । ଛଣା ଚା'ଠାରୁ ଗ୍ରୀନଟି ଅଧିକ ଉପାଦେୟ । ଏହାଦ୍ଵାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ ।[୧]

  • ଆଧାର

ଆଧାର

  1. ପ୍ରମେୟ, ପୃଷ୍ଠା- ୨, ମଙ୍ଗଳବାର, ୧୯ ମାର୍ଚ୍ଚ ୨୦୧୩
Other Languages
Afrikaans: Groen tee
العربية: شاي أخضر
مصرى: شاى أخضر
asturianu: Té verde
azərbaycanca: Yaşıl çay
башҡортса: Йәшел сәй
беларуская: Зялёны чай
български: Зелен чай
བོད་ཡིག: ཇ་ལྗང་།
català: Te verd
Mìng-dĕ̤ng-ngṳ̄: Liŏh-dà
čeština: Zelený čaj
Cymraeg: Te gwyrdd
dansk: Grøn te
Deutsch: Grüner Tee
Ελληνικά: Πράσινο τσάι
English: Green tea
Esperanto: Verda teo
español: Té verde
euskara: Te berde
فارسی: چای سبز
français: Thé vert
Gàidhlig: Tì uaine
galego: Té verde
客家語/Hak-kâ-ngî: Liu̍k-chhà
עברית: תה ירוק
हिन्दी: हरी चाय
hrvatski: Zeleni čaj
magyar: Zöld tea
հայերեն: Կանաչ թեյ
Bahasa Indonesia: Teh hijau
italiano: Tè verde
日本語: 緑茶
Basa Jawa: Tèh ijo
қазақша: Көк шай
한국어: 녹차
कॉशुर / کٲشُر: سَبٕز چائ
Latina: Thea viridis
lietuvių: Žalioji arbata
latviešu: Zaļā tēja
македонски: Зелен чај
മലയാളം: ഗ്രീൻ ടീ
Bahasa Melayu: Teh hijau
नेपाली: हरियो चिया
Nederlands: Groene thee
norsk: Grønn te
occitan: Tè verd
português: Chá verde
română: Ceai verde
русский: Зелёный чай
Scots: Green tea
srpskohrvatski / српскохрватски: Zeleni čaj
සිංහල: හරිත තේ
Simple English: Green tea
slovenčina: Zelený čaj
slovenščina: Zeleni čaj
српски / srpski: Zeleni čaj
svenska: Grönt te
Türkçe: Yeşil çay
українська: Зелений чай
oʻzbekcha/ўзбекча: Koʻk choy
Tiếng Việt: Trà xanh
吴语: 绿茶
中文: 綠茶
Bân-lâm-gú: Le̍k-tê
粵語: 綠茶